ଇଞ୍ଜିନିୟର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଇଞ୍ଜିନିୟର ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତରତ୍ନ ଶ୍ରୀ ଏମ୍. ବିଶ୍ୱେଶ୍ୱରୟାଙ୍କ ଜୟନ୍ତୀ ତଥା ଇଞ୍ଜିନିୟର ଦିବସ ଅବସରରେ ଇଞ୍ଜ
ଇଞ୍ଜିନିୟର ଦିବସର ଶୁଭେଚ୍ଛା     ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଇଞ୍ଜିନିୟର

ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତରତ୍ନ ଶ୍ରୀ ଏମ୍. ବିଶ୍ୱେଶ୍ୱରୟାଙ୍କ ଜୟନ୍ତୀ ତଥା

ଇଞ୍ଜିନିୟର ଦିବସ ଅବସରରେ ଇଞ୍ଜିନିୟର ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande