ଘାସିରାମ ନୂଆପଡା ଉପନିର୍ବାଚନରେ  କଂଗ୍ରେସ ପ୍ରାର୍ଥୀ!
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଘାସିରାମ ନୂଆପଡା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆଯାଇ ନଥିଲା । ସର୍ବକ୍ଷମା ପରେ ଏବେ ଜିଲ୍ଲା
ଘାସିରାମ ନୂଆପଡା ଉପନିର୍ବାଚନରେ  କଂଗ୍ରେସ ପ୍ରାର୍ଥୀ!


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଘାସିରାମ ନୂଆପଡା

ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ

ହୋଇପାରନ୍ତି । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ

ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆଯାଇ ନଥିଲା । ସର୍ବକ୍ଷମା ପରେ ଏବେ ଜିଲ୍ଲା ସଂଯୋଜକ

ଅଛନ୍ତି ଘାସିରାମ । ଗତ ନିର୍ବଚନରେ ଘାସିରାମ 51 ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ 15 ହଜାର ଭୋଟ

ପାଇଥିଲେ । କଂଗ୍ରେସ ଭୋଟ ବ୍ୟାଙ୍କ ଦେଖି ଭୟଭୀତ

ଅନ୍ୟ ଦଳ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର ଆସିଲେ ଵି ବିକ୍ରି ହେବେନି ବୋଲି କହିଛନ୍ତି

ଭକ୍ତ ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande