ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)
- ଆଜି ରାଜ୍ୟ
ସରକାରଙ୍କ ନିଯୁକ୍ତି ମେଳା । ଆଜି ମୁଖ୍ୟମନ୍ତ୍ରୀ ନୂତନ ଭାବେ ଚୟନ କରାଯାଇଥିବା ୭ଟି ବିଭାଗର
୧୬୮୬ ଜଣ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ l
କୃଷି ବିଭାଗରେ 34, ଅର୍ଥ
ବିଭାଗରେ 61, ଜଳସଂପଦ ବିଭାଗରେ 413, ଆଇନ ବିଭାଗରେ 37, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରେ
23, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ 982, ଦକ୍ଷତା ବିକାଶ ବିଭାଗରେ 136ଜଣଙ୍କୁ
ନିଯୁକ୍ତି ପତ୍ର ପ୍ରଦାନ କରିବେ ।
ଭୁବନେଶ୍ୱର ସ୍ଥିତ ଇଡକୋ
ପ୍ରଦର୍ଶନୀ ପଡିଆରେ ଅପରାହ୍ନ 3ଟାରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା