ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)
- ରାଜ୍ୟର
ବିଭିନ୍ନ ବ୍ଲକରେ 105ଟି ବିଇଓ
ପଦବୀ ଖାଲି ପଡିଛି । ଏଥିସହ ରାଜ୍ୟରେ 1804ଟି ପ୍ରାଇମେରୀ,
3865ଟି ୟୁପି ସ୍କୁଲ ଏବଂ 1772ଟି ହାଇସ୍କୁଲରେ
ଛାତ୍ର ଛାତ୍ରୀ ଅଧ୍ୟୟନ ତୁଳନାରେ ଗୃହ ଭିତ୍ତିଭୂମିର ରହିଛି ଆବଶ୍ୟକ ।
ଅନୁଗୁଳ ଜିଲ୍ଲାର 4 ବ୍ଲକ, ବାଲେଶ୍ୱର ବ୍ଲକର
6 ବ୍ଲକ, ବରଗଡ଼ ଗୋଟିଏ,ଭଦ୍ରକ 4,ବଲାଙ୍ଗୀର 3,କଟକ 2,ଦେବଗଡ଼ ଗୋଟିଏ ଢେଙ୍କାନାଳ 3, ଗଜପତି ଗୋଟିଏ, ଗଞ୍ଜାମ 7 ଟି, ଜଗତସିଂହପୁର 6 ଟି,ଯାଜପୁର 4 ଟି,କଳାହାଣ୍ଡି 2 ଟି, କନ୍ଧମାଳ 5ଟି କେନ୍ଦ୍ରାପଡ଼ା 4 ଟି,କେନ୍ଦୁଝର
3,ଖୋର୍ଦ୍ଧା 5,କୋରାପୁଟ 7,ମାଲକାନଗିରି ଗୋଟିଏ, ମୟୁରଭଞ୍ଜ 9,ନବରଙ୍ଗପୁର
3,ନୟାଗଡ 3,ପୁରୀ 4,ରାୟଗଡା 7ସମ୍ବଲପୁର 5,ସୁବର୍ଣ୍ଣପୁର
3ସୁନ୍ଦରଗଡ଼ 2 ଟି ବ୍ଲକରେ ଖାଲି ପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା