ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛି- ଅଗସ୍ତି ବେହେରା
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବିଜେଡିକୁ କଡ଼ା କାଉଣ୍ଟର କଲା ବିଜେପି । ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା। କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କ
ବିଜେଡ଼ି କେବଳ ମାଇଲେଜ     ଷ୍ଟଣ୍ଟ କରୁଛି- ଅଗସ୍ତି ବେହେରା


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବିଜେଡିକୁ

କଡ଼ା କାଉଣ୍ଟର କଲା ବିଜେପି । ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛି ବୋଲି କହିଛନ୍ତି

ବିଜେପି ବିଧାୟକ ଅଗସ୍ତି ବେହେରା। କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ

କରି ଆଲୋଚନା କରାଇ ଦେଲାନି । ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛନ୍ତି । ସମବାୟ ସମିତି ଆଗରେ

ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି ବୋଲି ବିଜେପି ବିଧାୟକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande