ଜାଲ୍ ସାର୍ଟିଫିକେଟ୍‌ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଜାଲ ସାଟିଫିକେଟରେ ଚାକିରୀ କରି ନିଲମ୍ବନ ହୋଇଛନ୍ତି ଶିକ୍ଷକ । 424 ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କୃତ କରିଛି ଗଣଶିକ୍ଷା ବିଭାଗ । ବାଲେଶ୍ୱର ଜିଲ୍ଲାରେ 20 ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଜାଲ ସାର୍ଟିଫିକେଟ ଦେଇ
ଜାଲ୍ ସାର୍ଟିଫିକେଟ୍‌ ଦେଇ     ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଜାଲ ସାଟିଫିକେଟରେ

ଚାକିରୀ କରି ନିଲମ୍ବନ ହୋଇଛନ୍ତି ଶିକ୍ଷକ । 424 ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କୃତ କରିଛି ଗଣଶିକ୍ଷା ବିଭାଗ । ବାଲେଶ୍ୱର ଜିଲ୍ଲାରେ

20 ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଜାଲ ସାର୍ଟିଫିକେଟ ଦେଇ

ଚାକିରୀ କରି 16 ଜଣ ହୋଇଛନ୍ତି ବହିଷ୍କାର । ବିଧାନସଭାରେ ବିଜେଡି

ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ

ଗଣ୍ଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande