ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ)- ବିଜେଡିର ହଟ୍ଟଗୋଳ ଯୋର୍ଗୁ ବାରମ୍ବାର ବିଧାନସଭା ମୁଲତବୀ ହେବା ନେଇ ପ୍ର୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ କହିଛନ୍ତି ବିଜେଡିର ଯେଉଁମାନେ ବିଧାନସଭା ଆସୁନାହାନ୍ତି କି ଆସି ପାରିବେନି ସେମାନେ ନିଷ୍ପତି ନେଇଛନ୍ତି । ନିର୍ଦ୍ଦେଶ ଦେଇଛନ୍ତି ବିଧାନସଭା ଅଚଳ କରିବା ପାଇଁ। ଏମାନେ କିଛି ନବୁଝି ବନ୍ଦ କରି ଦେଉଛନ୍ତି। ସରକାର ତ କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା