ମାହାଙ୍ଗା ଡବଲ୍ ମର୍ଡର ମାମଲା
ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା ଭୁବନେଶ୍ୱର, ୧୯ ସେପ୍େଟମ୍ବର (ହି.ସ)- ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଉ
ମାହାଙ୍ଗା ଡବଲ୍ ମର୍ଡର ମାମଲା


ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ୱର, ୧୯ ସେପ୍େଟମ୍ବର (ହି.ସ)- ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଉ ୨ ସପ୍ତାହରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ଦେଇଛନ୍ତି। ୨ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତୀ ଶୁଣାଣି ହେବ। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande