ରାଜ୍ୟର 17ଟି ବିଶ୍ୱବିଦ୍ୟାଳୟରେ ନିର୍ଯାତନାର ଶିକାର ହୋଇଛନ୍ତି 19ଜଣ ଛାତ୍ରୀ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ରାଜ୍ୟର 17 ଟି ବିଶ୍ଵବିଦ୍ୟାଳୟରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି 19 ଜଣ ଛାତ୍ରୀ । 6 ଯୌନ ନିର୍ଯାତନା, 9 ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଛି ।
ରାଜ୍ୟର 17ଟି     ବିଶ୍ୱବିଦ୍ୟାଳୟରେ ନିର୍ଯାତନାର ଶିକାର ହୋଇଛନ୍ତି 19ଜଣ ଛାତ୍ରୀ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ରାଜ୍ୟର 17 ଟି ବିଶ୍ଵବିଦ୍ୟାଳୟରେ ଶାରୀରିକ, ମାନସିକ ଓ ଯୌନ

ନିର୍ଯାତନାର ଶିକାର ହୋଇଛନ୍ତି 19 ଜଣ ଛାତ୍ରୀ । 6 ଯୌନ ନିର୍ଯାତନା, 9 ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର

କରାଯାଇଛି । ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଗୃହରେ ଲିଖିତ ଉତ୍ତର

ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande