ପଶ୍ଚିମବଙ୍ଗରେ ସଂଘର ଶତାବ୍ଦୀ ବର୍ଷ- ପ୍ରତି ନଗର, ପ୍ରତି ଖଣ୍ଡରେ ପଥ ସଂଚାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ
ପଶ୍ଚିମବଙ୍ଗ, 21 ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷର ବିଶେଷ କାର୍ଯ୍ୟକ୍ରମ ତାଲିକା ଅନୁଯାୟୀ, ଆଜି ୨୧ ସେପ୍ଟେମ୍ବରରେ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗରେ ଏକାସାଙ୍ଗରେପଥ ସଂଚାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ସକାଳୁ ରାଜ୍ୟର ବିଭିନ୍ନ ନଗର ଓ ଖ
ପଶ୍ଚିମବଙ୍ଗରେ ସଂଘର     ଶତାବ୍ଦୀ ବର୍ଷ- ପ୍ରତି ନଗର, ପ୍ରତି ଖଣ୍ଡରେ ପଥ ସଂଚାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ


ପଶ୍ଚିମବଙ୍ଗ, 21 ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷର ବିଶେଷ କାର୍ଯ୍ୟକ୍ରମ ତାଲିକା ଅନୁଯାୟୀ, ଆଜି ୨୧ ସେପ୍ଟେମ୍ବରରେ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗରେ ଏକାସାଙ୍ଗରେପଥ ସଂଚାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ରବିବାର ସକାଳୁ ରାଜ୍ୟର ବିଭିନ୍ନ ନଗର ଓ ଖଣ୍ଡ ଅଞ୍ଚଳରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ପଥ ସଂଚଳନ

ଓ ସ୍ୱୟଂସେବକଙ୍କ ଏକତ୍ରୀକରଣ ଆରମ୍ଭ ହୋଇଛି। କେଉଁଠି ସକାଳେ ଓ କେଉଁଠି ସନ୍ଧ୍ୟାବେଳେ ଏହି ପଥ

ସଂଚାଳନ କରାଯାଉଛି।

ସଂଘ ଏହି ବର୍ଷ ତାଙ୍କ

ଶତାବ୍ଦୀ ବର୍ଷ ପାଳନ କରୁଛି। ଏହାର ଅଂଶ ଭାବେ ସମ୍ପୂର୍ଣ୍ଣ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ

ହେବାକୁ ଯାଉଛି ଓ ଏହାରେ ପଥ ସଂଚାଳନ ପ୍ରଥମ ଏବଂ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ରଖାଯାଇଛି। ଏହି

କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଶାସନ, ସଂଗଠନ ଓ ରାଷ୍ଟ୍ରପ୍ରେମର ବାର୍ତ୍ତା ସମାଜରେ ପହଞ୍ଚାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande