ହାତୀ ମଣିଷ ଲଢେଇ, ଛୁଆ ହାତୀ ଗୁରୁତର
କେନ୍ଦୁଝର, 23 ସେପ୍ଟେମ୍ବର (ହି.ସ.) ଆଜି 25 ଟିକିଆ ହାତୀପଲ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର କଲରାଟାଙ୍ଗରରେ ଜଙ୍ଗଲ ନିକଟରେ ଅଛନ୍ତି। ଏହି ସମୟରେ ସ୍ଥାନୀୟ ଲୋକେ ହାତୀ ଘଉଡାଇବା ପାଇଁ ଟେକା, ପଥର, ବାଣ ଆଦି ଜିନିଷ ବ୍ୟବହାର କରିଛନ୍ତି। ଏହି ଲଢେଇରେ ଗୋଟିଏ ଛୋଟ ହାତୀ ଛୁଆ ଗୁରୁତର ହୋଇ ଭଲ
ହାତୀ ମଣିଷ ଲଢେଇ, ଛୁଆ ହାତୀ ଗୁରୁତର


କେନ୍ଦୁଝର, 23 ସେପ୍ଟେମ୍ବର (ହି.ସ.)

ଆଜି 25 ଟିକିଆ ହାତୀପଲ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର କଲରାଟାଙ୍ଗରରେ ଜଙ୍ଗଲ ନିକଟରେ ଅଛନ୍ତି। ଏହି ସମୟରେ ସ୍ଥାନୀୟ ଲୋକେ ହାତୀ ଘଉଡାଇବା ପାଇଁ ଟେକା, ପଥର, ବାଣ ଆଦି ଜିନିଷ ବ୍ୟବହାର କରିଛନ୍ତି। ଏହି ଲଢେଇରେ

ଗୋଟିଏ ଛୋଟ ହାତୀ ଛୁଆ ଗୁରୁତର ହୋଇ ଭଲ ଭାବରେ ଚାଲିପାରୁନାହିଁ l l ବନ ବିଭାଗ ଖବର ପାଇ ହାତୀ ଗତିପଥ ଉପରେ ନଜର ରଖିଛି। ପ୍ରକାଶ ଜେ ବର୍ତ୍ତମାନ

ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ମୁକୁନ୍ଦପୁର ବାଙ୍କ ଚିମିଳା , ବାସୁଦେବପୁର ୧୫ ଟିକିଆ ହାତୀ ପଲ ଥିବାର ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande