ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)
- ଆଜି ନବରାତ୍ରୀର
ଦ୍ୱିତୀୟ ଦିନ । ଏହି ଅବସରରେ ମାଆ ବ୍ରହ୍ମଚାରିଣୀଙ୍କ ନିକଟରେ ବନ୍ଦନା କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି
ଯେ, ନବରାତ୍ରୀରେ ଆଜି ମାଆ ବ୍ରହ୍ମଚାରିଣୀଙ୍କ ଚରଣରେ କୋଟି କୋଟି ବନ୍ଦନା କରୁଛି । ଦେବୀ
ମାତା ତାଙ୍କର ସମସ୍ତ ସାଧକଙ୍କୁ ସାହସ ଓ ସଂଯମର ଆଶୀର୍ବାଦ ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା