ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହେବ
କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହେବ। ବିଦ୍ୟାଳୟ ଗୁଡ଼ିକରେ ଛାତ୍ରମାନଙ୍କ ଉପସ୍ଥିତି ବଢ଼ାଇବା ନେଇ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଆସ ସ୍କୁଲ ଯିବା ନାମରେ ହେବାକୁ ଥିବା ଏହି ପଦଯାତ୍ରା ସକାଳ ଆଠଟା ରୁ ଡି ଏନ୍ ହାଇସ୍କୁଲ୍ ପରିସର
ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହେବ


କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହେବ। ବିଦ୍ୟାଳୟ ଗୁଡ଼ିକରେ ଛାତ୍ରମାନଙ୍କ ଉପସ୍ଥିତି ବଢ଼ାଇବା ନେଇ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଆସ ସ୍କୁଲ ଯିବା ନାମରେ ହେବାକୁ ଥିବା ଏହି ପଦଯାତ୍ରା ସକାଳ ଆଠଟା ରୁ ଡି ଏନ୍ ହାଇସ୍କୁଲ୍ ପରିସରରୁ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande