ଆୟୁର୍ବେଦ ବିକାଶ ପରିଷଦର ସଂକଲ୍ପ ଦିବସ ପାଳିତ
ଜୟପୁର, ୨୪ ସେପ୍ଟେମ୍ବର (ହି.ସ) - ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁବେଦ ବିକାଶ ପରିଷଦର ସକଳ୍ପ ଦିବସ ସମ୍ପାଦକ ପରମେଶ୍ୱର ପାତ୍ରଙ୍କ ଆହ୍ୱାନରେ କବିରାଜ କ୍ଷେତ୍ରବାସୀ ପଣ୍ଡା ସଭାପିତିତ୍ୱରେ ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଉପଦେଷ୍ଟା ମଦନ ମୋହନ ନାୟକ, ନିମନ୍ତ୍ରିତ ଅତିଥି ହରି ହର କରସୁଧା
ଆୟୁବେଦ ବିକାଶ ପରିଷଦର ସଂକଲ୍ପ ଦିବସ ପାଳିତ


ଜୟପୁର, ୨୪ ସେପ୍ଟେମ୍ବର (ହି.ସ) - ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁବେଦ ବିକାଶ ପରିଷଦର ସକଳ୍ପ ଦିବସ ସମ୍ପାଦକ ପରମେଶ୍ୱର ପାତ୍ରଙ୍କ ଆହ୍ୱାନରେ କବିରାଜ କ୍ଷେତ୍ରବାସୀ ପଣ୍ଡା ସଭାପିତିତ୍ୱରେ ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଉପଦେଷ୍ଟା ମଦନ ମୋହନ ନାୟକ, ନିମନ୍ତ୍ରିତ ଅତିଥି ହରି ହର କରସୁଧା ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଟିତ ହୋଇଥିଲା । ଆୟୁବେଦ ଚିକିତ୍ସା ଓ ସଂଗଠନର ବିକାଶ ନିମନ୍ତେ ଡାକ୍ତର ଜିନିଆ ରାଣି ମହାଙ୍କୁଡ, ଡାକ୍ତର ସିମରମ ସାହୁ, ହାକିମ ଉସମାନ, ଡାକ୍ତର ଶ୍ରୀକାନ୍ତ ପାତ୍ର, ଶିବ କେଶବ ଦାସ, ସୁଧିର ରାଉତ, ବୈଦ ଦୁର୍ଗା ପ୍ରାସଦ ପାତ୍ର, ବୈଦ ତ୍ରିପତି ସାହୁ,ଶିବ କେଶବ ଦାସ,ସୁଧିର ରାଉତ, ଦୁର୍ଗା ପ୍ରସାଦ ପଣ୍ଡା, ସତ୍ୟ ନାରାୟଣ ସାହୁ, ସୌମ୍ୟ ରଞ୍ଜନ ବେହେରା, ଲିଲୁ ପାତ୍ର, ଜବାହାର ଲାଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସତ୍ୟ ନାରାୟଣ ପରିଥା ଧନ୍ୟ ବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande