ମେଳା ଦ୍ୱାରା ହିତାଧିକାରି ଙ୍କୁ ସଚେତନକଲା ଜୟପୁର ପୌରପାଳିକ
ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ସଚେତନତା ମେଳା ଅନୁଷ୍ଟିତ ହୋଇଛି । ଜୟପୁର ପୌର ପାଳିକା ଦ୍ୱାରା ବିଭିନ୍ନ ଷ୍ଟଲ ଖୋଲାଯାଇ ସଚେତନ କରାଯାଇଛି । ଏହି ମେଳାରେ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିବାହି ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେ
ମେଳା ଦ୍ୱାରା ହିତାଧିକାରି ଙ୍କୁ ସଚେତନକଲା ଜୟପୁର ପୌରପାଳିକ


ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ସଚେତନତା ମେଳା ଅନୁଷ୍ଟିତ ହୋଇଛି । ଜୟପୁର ପୌର ପାଳିକା ଦ୍ୱାରା ବିଭିନ୍ନ ଷ୍ଟଲ ଖୋଲାଯାଇ ସଚେତନ କରାଯାଇଛି । ଏହି ମେଳାରେ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିବାହି ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିବାହି ଅଧିକାରି ପୁଜା ରାଉତ, ଲିଡ ବ୍ୟାଙ୍କ ମ୍ୟାନେଜର ଦେବନ୍ଦ୍ର ତ୍ରିପାଠି , ଅଙ୍ଗୀକାର ମେଳା, ଲୋକ କଲ୍ୟାଣ ମେଳା, ପ୍ରଧାନମନ୍ତ୍ରୀ ଆବାସ ମେଳା, ପ୍ରଧାନମନ୍ତ୍ରୀ ସ୍ୱନିଧି ମେଳା, ପିଏମ ସୁଯ୍ୟ ଘର ମୁକ୍ତ ବିଜୁଳି ଯୋଜନାକ, ଆୟୁଷ୍ମାନ ଭାରତ, ବୟ ବନ୍ଦନା ଯୋଜନା, ଖାଦ୍ୟ ସୁରକ୍ଷା ଆଇନ, ହିତାଧିକାରିଙ୍କୁ ବ୍ୟାଙ୍କ ରୁଣ, ଘରୋଇ ଜଳ ଯୋଗାଣ, ଆଧାର ପଞ୍ଜିକରଣ ଆଜି ଷ୍ଟଲ ନିର୍ମାଣ କରାଯାଇ ହିତାଧିକାରିଙ୍କୁ ସଚେତନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande