ପାର୍ବଣରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳର ଆସର, ଜୁଆ ଆଡ୍ଡା ଉପରେ ଚଢାଉ, ୯ ଗିରଫ
ଗଗମକମ, 24 ସେପ୍ଟେମ୍ବର (ହି.ସ.) ପାର୍ବଣ ରୁତୁରେ ସହରରୁ ଆରମ୍ଭ କରି ଗାଁ ଯାଏ ବ୍ୟାପକ ଜୁଆଖେଳ ଆରମ୍ଭ ହୋଇଯାଏ। ଗଣେଶ ପୂଜା ଠାରୁ ଦୀପାବଳୀ ଯାଏ ଏହିଜୁଆ ଆଡ୍ଡା ସୃଷ୍ଟି ହୁଏ । ଲୋକେ ଜୁଆଖେଳି ସର୍ବ ସ୍ୱାନ୍ତ ହେବାସହଏଥିରୁ ଚୋରୀ, ଡକାୟତ,ମାଡପିଟଓ ହତ୍ୟା କାଣ୍ଡ ଭଳିଘଟଣା ଘଟିବାନଜିର ରହିଛି ।ଏହା
ପାର୍ବଣରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳର ଆସର, ଜୁଆ ଆଡ୍ଡା ଉପରେ ଚଢାଉ, ୯ ଗିରଫ


ଗଗମକମ, 24 ସେପ୍ଟେମ୍ବର (ହି.ସ.)

ପାର୍ବଣ ରୁତୁରେ ସହରରୁ ଆରମ୍ଭ କରି ଗାଁ ଯାଏ ବ୍ୟାପକ ଜୁଆଖେଳ ଆରମ୍ଭ ହୋଇଯାଏ। ଗଣେଶ ପୂଜା ଠାରୁ ଦୀପାବଳୀ ଯାଏ ଏହିଜୁଆ ଆଡ୍ଡା ସୃଷ୍ଟି ହୁଏ । ଲୋକେ ଜୁଆଖେଳି ସର୍ବ ସ୍ୱାନ୍ତ ହେବାସହଏଥିରୁ ଚୋରୀ, ଡକାୟତ,ମାଡପିଟଓ ହତ୍ୟା କାଣ୍ଡ ଭଳିଘଟଣା ଘଟିବାନଜିର ରହିଛି ।ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ବ୍ଯାପକ ଧରପଗମଧ୍ଧ ଆରମ୍ଭ ହୋଇ ଯାଇଛି ।ପୁଲିସ ବିଭିନ୍ନ ଜୁଆଆଡ୍ଡା ଉପରେ ଚଢାଉ କରି ଜୁଆଡି କୁଂଗିରିଫ କରୁଛି। ସମାନକଂ ଠାରୁ ବିପୁଳ ଟଂକା ଜବତକରୁଛି। ଗତକାଲି ମୌଳାଭଣଂଜା ଗାଁ ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଦିଗପହଣ୍ଡି ପୁଲିସ୍ ଚଢାଉ କରି 5ଜଣଜୁଆଡିକୁଂଗିରିଫକରିବାହ ସେମାନଙ୍କ ଠାରୁ 23900 ଟଂକା ଜବତ କରିଛି । ଠିକ୍ ସେହିଭଳି କରାପଲ୍ଲୀ ତୋଟା ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଗୋପାଳ ପୁରଥାନା ପୁଲିସ ଚଢାଉ କରି 4ଜଣ ଜୁଆଡି କୁଂ ଗିରଫ କରିବାସହ ସେମାନଙ୍କ ଠାରୁ 15200 ଟଂକା ଜବତ କରି କୋର୍ଟ ଚାଲାଣ କରିଛି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande