ବନ୍ଦ ହୋଇ ପଡ଼ିଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ପରିଦର୍ଶନ
ବଲାଙ୍ଗୀର, ୨୪ ସେପ୍େଟମ୍ବର(ହି.ସ.)- ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର କାରଖାନା ପରିଦର୍ଶନ କରିଛନ୍ତି। କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା ସ୍ଥିତିର ଅନୁଧ୍ୟାନ କରିଥିଲେ। ଡ଼
ବନ୍ଦ ହୋଇ ପଡ଼ିଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ପରିଦର୍ଶନ


ବଲାଙ୍ଗୀର, ୨୪ ସେପ୍େଟମ୍ବର(ହି.ସ.)- ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର କାରଖାନା ପରିଦର୍ଶନ କରିଛନ୍ତି। କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା ସ୍ଥିତିର ଅନୁଧ୍ୟାନ କରିଥିଲେ। ଡ଼ିଆର୍‌ସିଏସ୍‌, ବଲାଙ୍ଗୀର ପ୍ରଦୀପ ବରିହା ଏବଂ ଜେନେରାଲ ମେନେଜର ବିଜୟାନନ୍ଦ ସମବାୟ ଚିନିକଳ ସପ୍ତଦଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande