ଇକେୱାଇସିରେ ବାଦ ପଡିଛନ୍ତି 1ଲକ୍ଷ 9853 ହିତାଧିକାରୀ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଇକେୱାଇସିରେ ବାଦ ପଡିଲେଣି 1ଲକ୍ଷ 9ହଜାର 853 ହିତାଧିକାରୀ । କାଟିଲାଣି 30 ହଜାର 125 ରାସନ କାର୍ଡ । ଏହା ବାଦ 6ଲକ୍ଷ38 ହଜାର 996 ମୃତ ହିତାଧିକାରୀଙ୍କୁ ଦିଆଯାଇଛି । ଅନ୍ୟପଟେ 3 ଲକ୍ଷ 87 ହାଜର 819 ନୂଆ ହିତାଧିକାରୀଙ୍କୁ ନୂଆ ସରକ
ଇକେୱାଇସିରେ ବାଦ     ପଡିଛନ୍ତି 1ଲକ୍ଷ 9853 ହିତାଧିକାରୀ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଇକେୱାଇସିରେ

ବାଦ ପଡିଲେଣି 1ଲକ୍ଷ 9ହଜାର 853 ହିତାଧିକାରୀ । କାଟିଲାଣି 30 ହଜାର 125 ରାସନ କାର୍ଡ । ଏହା ବାଦ 6ଲକ୍ଷ38 ହଜାର 996 ମୃତ

ହିତାଧିକାରୀଙ୍କୁ ଦିଆଯାଇଛି । ଅନ୍ୟପଟେ 3 ଲକ୍ଷ 87 ହାଜର 819 ନୂଆ ହିତାଧିକାରୀଙ୍କୁ ନୂଆ ସରକାର ସାମିଲ

କରିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି

ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande