ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ୧୪ ମାସରେ
ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ ଟିପିଏସଓଡିଏଲ ଅଞ୍ଚଳରେ ୪୮ ଜଣଙ୍କ
ଜୀବନ ଯାଇଛି । ସେହିପରି ଟିପିଏନଓଡିଏଲ ଏବଂ ଟିପିଡବ୍ଲୁଓଡିଏଲରେ ୨୭ ଜଣଙ୍କର ଜୀବନ ଯାଇଛି ।
ଏବଂ ଟିପିଏସଓଡିଏଲରେ ୭ ଜଣଙ୍କ ଜୀବନ ଯାଇଛି । ବିଗତ ୧୦ ବର୍ଷରେ ୧୬୨୪ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ଗୃହରେ
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା