ରାଜଧାନୀରେ ପୁଣି ଅପହରଣ ଅଭିଯୋଗ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ପୁଣି ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି ମାଗିଲେ ୨୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ । ଗଞ୍ଜାମର ହରିଶ୍ଚନ୍ଦ୍ର ସାହୁଙ୍କୁ ଅପହରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ । ହରିଶ୍ଚନ୍ଦ୍ର, ଭୁ
ରାଜଧାନୀରେ ପୁଣି ଅପହରଣ     ଅଭିଯୋଗ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ

ପୁଣି ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି ମାଗିଲେ ୨୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ ।

ଗଞ୍ଜାମର ହରିଶ୍ଚନ୍ଦ୍ର ସାହୁଙ୍କୁ ଅପହରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି

ପତ୍ନୀ । ହରିଶ୍ଚନ୍ଦ୍ର, ଭୁବନେଶ୍ବରରେ

ଏକ ରୋଷେୟା ଭାବେ କାମ କରନ୍ତି । ଗତ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୋଜି ଥିବା କହି

ଘରୁ ବାହାରିଯାଇଥିଲେ । ତେବେ ରାତିରେ ଘରକୁ ନଆସିବାରୁ ପତ୍ନୀ, ତାଙ୍କ

ଅଫିସ ନମ୍ବରକୁ ଫୋନ୍ କରିଥିଲେ । ଅଫିସ୍‌ ଓ ବ୍ୟକ୍ତିଗତ ଫୋନ୍ ବନ୍ଦ ଆସିବାରୁ ପତ୍ନୀଙ୍କ

ସନ୍ଦେହ ବଢ଼ିଥିଲା । ଯାହା ପରେ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande