ଇନ୍ସ୍ୟୁରାନସ ଲୋଭରେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ ରାଉତ- ଆଇନମନ୍ତ୍ରୀ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଇନ୍ସ୍ୟୁରାନସ ଲୋଭରେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ ରାଉତ। ଏହି ହତ୍ୟାକାଣ୍ଡ ଘଟଣାକୁ ରି ଓପନ କରି ତଦନ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯେଉଁ ଟ୍ରକ୍ କଥା କୁହାଯାଇଛି ସେ ଟ୍ରକ୍ ସେଠାରେ ନଥିଲା। ତେଣୁ କାହା
ଇନ୍ସ୍ୟୁରାନସ ଲୋଭରେ     ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ ରାଉତ- ଆଇନମନ୍ତ୍ରୀ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଇନ୍ସ୍ୟୁରାନସ

ଲୋଭରେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ ରାଉତ। ଏହି ହତ୍ୟାକାଣ୍ଡ ଘଟଣାକୁ ରି ଓପନ କରି

ତଦନ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯେଉଁ ଟ୍ରକ୍ କଥା କୁହାଯାଇଛି ସେ ଟ୍ରକ୍ ସେଠାରେ

ନଥିଲା। ତେଣୁ କାହା ପୃଷ୍ଟ ପୋଷକତାରେ ଏସବୁ ଚାଲିଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପୂର୍ବ

ସରକାରକୁ ଟାର୍ଗେଟ କରି କହିଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଘଟଣାରେ

ଦୋଷୀଙ୍କୁ ଗିରଫ କରଯାଇଛି। ସବୁ ପ୍ରମାଣ ମିଳିଛି। କିନ୍ତୁ ୨୦୨୨ ଘଟଣାର ଏପର୍ଯ୍ୟନ୍ତ ସତ୍ୟ

ସାମ୍ନାକୁ ଆସିଲା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande