ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଶୂନ୍ୟକାଳରେ
ଟ୍ରାଫିକ ଜାମ୍ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ । କହିଲେ, ଟ୍ରାଫିକ ଛକର ବାମ ପଟ ଖାଲି ରହିବା କଥା ।
କିନ୍ତୁ ଲୋକ ମାନେ ଟ୍ରାଫିକର ବାମ ପଟ ମଧ୍ୟ ଜାମ କରି ରଖୁଛନ୍ତି । ଟ୍ରାଫିକ ଅଧିକାରୀ ମାନେ
ଥିଲେ ମଧ୍ୟ ସେ ଦିଗରେ ପଦକ୍ଷେପ ନେଉ ନାହାନ୍ତି । ସରକାର ଟ୍ରାଫିକ ଜାମ ଏଡାଇବା ପାଇଁ ପଦକ୍ଷେପ
ନେବାକୁ ଦାବି କରିଛନ୍ତି ଲକ୍ଷ୍ମଣ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା