ଚନ୍ଦକା ଅଂଚଳରୁ ଲୁଟ୍, ଘରେ ଶୋଇଥିବା ବେଳେ ଝରକା ତାଡି ସୁନାଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.) - ରାଜଧାନୀରେ ମାତିଲେ ଲୁଟେରା । ଝରକା ତାଡି ନେଇଗଲେ ସୁନା ଅଳଙ୍କାର ଓ ନଗଦ 1ଲକ୍ଷ 10ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ । ବ୍ୟବସାୟୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ଘରୁ ବିଳମ୍ବିତ ରାତିରେ ଲୁଟ ହୋଇଛି
ଚନ୍ଦକା ଅଂଚଳରୁ ଲୁଟ୍,     ଘରେ ଶୋଇଥିବା ବେଳେ ଝରକା ତାଡି ସୁନାଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)

- ରାଜଧାନୀରେ ମାତିଲେ

ଲୁଟେରା । ଝରକା ତାଡି ନେଇଗଲେ ସୁନା ଅଳଙ୍କାର ଓ ନଗଦ 1ଲକ୍ଷ 10ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା

ଅଞ୍ଚଳରେ । ବ୍ୟବସାୟୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ଘରୁ ବିଳମ୍ବିତ ରାତିରେ ଲୁଟ ହୋଇଛି । ଘର

ପରିବାର ଉପର ମହଲାରେ ଶୋଇଥିବା ବେଳେ ତଳ ଘରୁ ଲୁଟି ନେଇଛନ୍ତି ଲୁଟେରା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande