ମହାନଦୀ ବିହାରର ସେଲିବ୍ରେସନ୍‌ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରଭାତି ପରିଡାଙ୍କ ଯୋଗଦାନ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.) - ମହାନଦୀ ବିହାରର ସେଲିବ୍ରେସନ୍‌ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କଟକରେ ଶାରଦୀୟ ଦୁର୍ଗାପୂ
ମହାନଦୀ ବିହାରର     ସେଲିବ୍ରେସନ୍‌ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରଭାତି ପରିଡାଙ୍କ ଯୋଗଦାନ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)

- ମହାନଦୀ

ବିହାରର ସେଲିବ୍ରେସନ୍‌ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, କଟକରେ ଶାରଦୀୟ ଦୁର୍ଗାପୂଜାର ସ୍ୱତନ୍ତ୍ରତା ରହିଆସିଛି ଏବଂ ଚଳିତ ବର୍ଷ ମଧ୍ୟ ଏଥିପାଇଁ

ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ଆଜି କଟକର ମହାନଦୀ

ବିହାରର ସେଲିବ୍ରେସନ୍‌ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ

ଆୟୋଜକମାନଙ୍କୁ ଉତ୍ସାହିତ କଲି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande