ନବରାତ୍ରୀର ପଞ୍ଚମ ଦିବସରେ ସ୍କନ୍ଦମାତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପିଏମ ମୋଦି
ନୂଆଦିଲ୍ଲୀ, 26 ସେପ୍ଟେମ୍ବର (ହି.ସ.) - ନବରାତ୍ରୀର ପଞ୍ଚମ ଦିବସରେ ସ୍କନ୍ଦମାତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀରେ ଆଜି ଦେବୀ ମାଆଙ୍କ ନିକଟରେ କରବଦ୍ଧ ପ୍ରାର୍
ନବରାତ୍ରୀର ପଞ୍ଚମ ଦିବସରେ     ସ୍କନ୍ଦମାତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପିଏମ ମୋଦି


ନୂଆଦିଲ୍ଲୀ, 26 ସେପ୍ଟେମ୍ବର (ହି.ସ.)

- ନବରାତ୍ରୀର

ପଞ୍ଚମ ଦିବସରେ ସ୍କନ୍ଦମାତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ପିଏମ ମୋଦି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀରେ ଆଜି ଦେବୀ ମାଆଙ୍କ

ନିକଟରେ କରବଦ୍ଧ ପ୍ରାର୍ଥନା କରୁଛି ଯେ, ସେ ତାଙ୍କର ସମସ୍ତ ଭକ୍ତଙ୍କୁ ସୁଖ, ସମୃଦ୍ଧି ଓ

ସୌଭାଗ୍ୟର ଆଶୀର୍ବାଦ ଦିଅନ୍ତୁ । ତାଙ୍କ ମମତାମୟୀ ସ୍ନେହରେ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ

ଆଶାର ସଂଚାର ହେଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande