ମା' ତାରିଣୀ ମନ୍ଦିର ପରିସରରେ ମୃଣ୍ମୟୀ ଦୁର୍ଗାଦେବୀଙ୍କର ଷଷ୍ଠି ପୂଜା ଆରମ୍ଭ
କେନ୍ଦୁଝର, ୨୮ ସେପ୍ଟେମ୍ବର(ହି.ସ.) – ଆଜିଠାରୁ ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଷଷ୍ଠୀପୂଜା ଆରମ୍ଭ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ମା'' ତାରିଣୀ ମନ୍ଦିର ପରିସରରେ ହେଉଥିବା ମୃଣ୍ମୟୀ ଦୁର୍ଗା ଦେବୀଙ୍କର ଷଷ୍ଠିପୂଜା ଆରମ୍ଭ ହୋଇଛି। ମା'' ଦୁର୍ଗା ଦେବୀଙ୍କର ଧରାବତରଣ ନିମନ୍ତେ ବିଲ୍ଲବରଣ ପୂଜା ଆରମ
ମା' ତାରିଣୀ ମନ୍ଦିର ପରିସରରେ ମୃଣ୍ମୟୀ ଦୁର୍ଗାଦେବୀଙ୍କର ଷଷ୍ଠି ପୂଜା ଆରମ୍ଭ


କେନ୍ଦୁଝର, ୨୮ ସେପ୍ଟେମ୍ବର(ହି.ସ.) – ଆଜିଠାରୁ ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଷଷ୍ଠୀପୂଜା ଆରମ୍ଭ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ମା' ତାରିଣୀ ମନ୍ଦିର ପରିସରରେ ହେଉଥିବା ମୃଣ୍ମୟୀ ଦୁର୍ଗା ଦେବୀଙ୍କର ଷଷ୍ଠିପୂଜା ଆରମ୍ଭ ହୋଇଛି। ମା' ଦୁର୍ଗା ଦେବୀଙ୍କର ଧରାବତରଣ ନିମନ୍ତେ ବିଲ୍ଲବରଣ ପୂଜା ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୀତିନୀତି ଅନୁଯାୟୀ ସମସ୍ତ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି କଳସଯାତ୍ରା ପରେ ମା’ଙ୍କ ପୂଜା ଆରମ୍ଭ ହେବ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande