ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ନବରାତ୍ରିର
ଅଷ୍ଟମ ଦିନରେ ମା' ଅଲାମ
ଚଣ୍ଡୀଙ୍କ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ଅଷ୍ଟମ ଦିନରେ ମା' ଅଲାମ ଚଣ୍ଡୀଙ୍କ ନିକଟରେ ଆପଣମାନଙ୍କ ମଙ୍ଗଳ କାମନା କରୁଛି । ମା'ଙ୍କ କରୁଣାରୁ ଆପଣମାନଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା