କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ଗାଁ ନିକଟରୁ ଏକ ବିରାଟକାୟ ବଡା ସାପକୁ ବନ ବିଭାଗ ଉଦ୍ଧାର କରିଛି। ଏହାକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡି ଦିଆଯାଇଛି। ଏହି ସାପକୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA