ଫୁଲ ତୋଳାକୁ ନେଇ ମହିଳାଙ୍କୁ ମାଡ଼
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଫୁଲ ତୋଳାକୁ ନେଇ ମହିଳାଙ୍କୁ ମାଡ଼ । ରାସ୍ତା ଉପରେ ବିଧା ଗୋଇଠା ମାରି ତଳେ ପକେଇଲା ଦୁବୃର୍ତ୍ତ ।ଏଭଳି ଘଟଣା ଘଟିଛି ଜିଜିପି କଲୋନୀ ଅଂଚଳରେ ।ଆକ୍ରମଣ ଶିକାର ମହିଳା ହେଲେ ପାର୍ବତୀ ପ୍ରଧାନ । ମାଡ଼ ବେଳର ଚିତ୍ର ସିସିଟିଭିରେ କଏ
ଫୁଲ ତୋଳାକୁ ନେଇ     ମହିଳାଙ୍କୁ ମାଡ଼


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଫୁଲ ତୋଳାକୁ

ନେଇ ମହିଳାଙ୍କୁ ମାଡ଼ । ରାସ୍ତା ଉପରେ ବିଧା ଗୋଇଠା ମାରି ତଳେ ପକେଇଲା ଦୁବୃର୍ତ୍ତ ।ଏଭଳି ଘଟଣା

ଘଟିଛି ଜିଜିପି କଲୋନୀ ଅଂଚଳରେ ।ଆକ୍ରମଣ ଶିକାର ମହିଳା ହେଲେ ପାର୍ବତୀ ପ୍ରଧାନ । ମାଡ଼ ବେଳର

ଚିତ୍ର ସିସିଟିଭିରେ କଏଦ ହୋଇଛି । ଫୁଲ ତୋଳାକୁ ନେଇ ଏଭଳି ଘଟଣା ସାମ୍ନାକୁ ଆସିଛି । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି

ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande