ଛତିଶଗଡର ଅର୍ଥ ମନ୍ତ୍ରୀ ଓପି ଚୌଧୁରୀଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ଛତିଶଗଡର ଅର୍ଥ ମନ୍ତ୍ରୀ ଓପି ଚୌଧୁରୀଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ରାୟପୁ
ଛତିଶଗଡର ଅର୍ଥ     ମନ୍ତ୍ରୀ ଓପି ଚୌଧୁରୀଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 27

ସେପ୍ଟେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ଛତିଶଗଡର

ଅର୍ଥ ମନ୍ତ୍ରୀ ଓପି ଚୌଧୁରୀଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏହି

ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଜି

ରାୟପୁର ଠାରେ ଛତିଶଗଡର ଅର୍ଥ ମନ୍ତ୍ରୀ ଓପି ଚୌଧୁରୀଙ୍କ ସହ ଆତ୍ମୀୟ ସାକ୍ଷାତ ହେଲା । ଛତିଶଗଡର

ସର୍ବାଙ୍ଗୀନ ବିକାଶ ବିଜେପିର ଡବଲ ଇଂଜିନ ସରକାରଙ୍କ ପ୍ରାଥମିକତା । ଗୁଣବତ୍ତାପୂର୍ଣ ଶିକ୍ଷା,

ନବାଚାର, ରୋଜଗାର ସୃଜନ ଓ ଆର୍ଥିକ ବିକାଶ ଉପରେ ଆଲୋଚନା ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande