ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରର ମିଳିଲା ମୃତ ଦେହ
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ଗଂଜାମ ଜିଲ୍ଲାରେ ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରର ମୃତ ଦେହ ମିଳିଛି । ମୃତ ଛାତ୍ର ଜଣକ ହେଲେ ଖଣ୍ଡାରାବଳୀ ଗ୍ରାମର ୧୪ ବର୍ଷୀୟ ଅମର ବିଷୋୟୀ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ବ
ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରର ମିଳିଲା ମୃତ ଦେହ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ଗଂଜାମ ଜିଲ୍ଲାରେ ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରର ମୃତ ଦେହ ମିଳିଛି । ମୃତ ଛାତ୍ର ଜଣକ ହେଲେ ଖଣ୍ଡାରାବଳୀ ଗ୍ରାମର ୧୪ ବର୍ଷୀୟ ଅମର ବିଷୋୟୀ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡାରାବଳୀ - ରାମଣା ପଲ୍ଲୀ ରାସ୍ତା ପାଖରୁ ଛାତ୍ର ଜଣଙ୍କ ମୃତ ଦେହ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande