ପାଣି ଘେରେରଥିବା ବିପନ୍ନଙ୍କୁ ବିଦ୍ୟାଳୟକୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ
ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଲଘୁଚାପ ଯୋଗୁଁ ଯାଜପୁର ଜିଲ୍ଲୋର ଦୁଇ ଦିନ ଧରି ଲଗାଣ ବର୍ଷା ହେଉଛି। କେୋରଇ ବ୍ଲକେର ବୁଧବାର ୧୦୨ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ଆକଳନ କରିଛି । ରାସ୍ତା ଘାଟ ଓ ଘେର ପାଣେିର ବୁଡ଼ି ରହିବା କାରଣରୁ କୋରାଇ ବ୍ଲକ ପଥରପଦା ପଂଚାୟତର ତାଜପୁର ଆଦିବାସୀ
ପାଣି ଘେରେରଥିବା ବିପନ୍ନଙ୍କୁ ବିଦ୍ୟାଳୟକୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ


ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଲଘୁଚାପ ଯୋଗୁଁ ଯାଜପୁର ଜିଲ୍ଲୋର ଦୁଇ ଦିନ ଧରି ଲଗାଣ ବର୍ଷା ହେଉଛି। କେୋରଇ ବ୍ଲକେର ବୁଧବାର ୧୦୨ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ଆକଳନ କରିଛି । ରାସ୍ତା ଘାଟ ଓ ଘେର ପାଣେିର ବୁଡ଼ି ରହିବା କାରଣରୁ କୋରାଇ ବ୍ଲକ ପଥରପଦା ପଂଚାୟତର ତାଜପୁର ଆଦିବାସୀ ସାହେିର ରହୁଥିବା ୧୦ରୁ ଉର୍ଦ୍ଧ ପରିବାର ପାଣେିଘରେର ରହିଥବେଲ। ଏପରିକି ଘେର ପାଣି ପଶିଯିବା କାରଣରୁ ରେୋଷଇ କରି ନପାରି ଉପବାସେର ରହିଥେôଲ। ଉକ୍ତ ଖବର ପାଇବା ପେର କୋରାଇ ବିଧାୟକ ଆକାଶ ଦାସନାୟକ ଉକ୍ତ ବିପନ୍ନ ମାନଙ୍କୁ ଳୈାଣସି ଏକ ସୁରକ୍ଷିତ ସ୍ଥାନକୁ ନେଇଯିବା ସହିତ ତାଙ୍କୁ ଖାଦ୍ୟ ଦେବା ଲାଗି ବ୍ଲକ ପ୍ରଶାସନକୁ ନେିଦ୍ଦର୍ଶ ଦେଇଥେôଲ। େତେବ କୋରାଇ ବିଡ଼ିଓ ଅବନୀକାନ୍ତ ସାହୁ ଉକ୍ତ ବିପନ୍ନ ମାନଙ୍କୁ ତାଜପୁର ପ୍ରାଥମିକ ବିଦ୍ୟାଳୟକୁ ନେଇ ଖାଦ୍ୟ ପ୍ରଦାନ କରିଥେôଲ। ଆଜି ପାଣି କମି ଯିବାରୁ ସେମୋନ ଘରକୁ ଫେରିଥିବା ଜଣାପଡିଛି ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande