ଯଯାତୀ ପାଠାଗାର ପରିଦଶର୍ନେର ଜିଲ୍ଲାପାଳ,ତୁରନ୍ତ ଖୋଲିବାକୁ ନେିଦ୍ଦର୍ଶ
ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତଗର୍ତ ପାଣେିକାଇଲି ପଂଚାୟତର ବିବାଦିୟ ହୋଇପଡିଥିବା ଯଯାତୀ ପାଠାଗାର ପରିଦଶର୍ନେର ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ପରିଦଶର୍ନେର ଆସି ତୁରନ୍ତ ଏହାକୁ ସରକାରୀ କାର୍ଯାଳୟ ଖୋଲିବା ଲାଗି ବ୍ଲକ ପ୍ରଶାସନକୁ ନେିଦ୍ଦର୍ଶ ଦେଇଛନ୍
ଯଯାତୀ ପାଠାଗାର ପରିଦଶର୍ନେର ଜିଲ୍ଲାପାଳ,ତୁରନ୍ତ ଖୋଲିବାକୁ ନେିଦ୍ଦର୍ଶ


ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତଗର୍ତ ପାଣେିକାଇଲି ପଂଚାୟତର ବିବାଦିୟ ହୋଇପଡିଥିବା ଯଯାତୀ ପାଠାଗାର ପରିଦଶର୍ନେର ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ପରିଦଶର୍ନେର ଆସି ତୁରନ୍ତ ଏହାକୁ ସରକାରୀ କାର୍ଯାଳୟ ଖୋଲିବା ଲାଗି ବ୍ଲକ ପ୍ରଶାସନକୁ ନେିଦ୍ଦର୍ଶ ଦେଇଛନ୍ତି। ପ୍ରକାଶେଯ ଗତ୨୦୧୮ ମସିହୋର ପୂର୍ବ ସରକାର ସମୟେର ୧୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ବ୍ୟୟେର ନିର୍ମାଣ ହୋଇଥିବା ଏହି ତିନି ତାଲା କୋଠାଟି ଯଯାତୀ ପାଠାଗାର ନାମେର ନାମିତ ହେବା ସହିତ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ମାଲିକାନୋର ରହିଆସିଥିଲା। ଏପରିକି ଉକ୍ତ ପାଠାଗାର ଭିତେର କଣ ଚାଲିଛି ତାହା ସ୍ଥାନୀୟ ଜନସାଧାରଣ ଜାଣିପାରୁ ନଥେôଲ। ସରକାରୀ ଅଥର୍ରେ ନିର୍ମିତ ଏହି କୋଠାଟି ପଂଚାୟତକୁ ହସ୍ତାନ୍ତର କରାନଯାଇ ନଥିଲା। େତେବ ସରକାର ପରିବତର୍ନ ପେର ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ଉକ୍ତ ବିବାଦୀୟ କୋଠାଟିକୁ ଗତ ୨୦୨୫ ଫେବୃଆରୀ ୨୮ ତାରିଖେର ଚିଠି ନଂ ୬୩େ୫ର ପାଣେିକାଇଲି ପଂଚାୟତକୁ ହସ୍ତାନ୍ତର କରିବା ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତାଲା ଭାଙ୍ଗିବା ଲାଗି ସରପଂଚ ପଦ୍ମାବତୀ ପଣ୍ଡାଙ୍କୁ ନେିଦ୍ଦର୍ଶ ନାମା କରାଯାଇଥିଲା। ଉକ୍ତ ନେିଦ୍ଦର୍ଶାନାମା ବଳେର ସରପଂଚ ଶ୍ରୀମତୀ ପଣ୍ଡା , ନାଏବ ସରପଂଚ େଦେବନ୍ଦ୍ର ସ୍ୱାଇଁ ପାଣେିକାଇଲି ପୁଲିସ ଉପସ୍ଥିତେିର ଉକ୍ତ କୋଠାର ତାଲା ଭାଙ୍ଗି ନିଜସ୍ୱ ଅକ୍ତିଆରକୁ ନେଇଥେôଲ। କିନ୍ତୁ ସେଠୋର କେଉଁ କାର୍ଯ୍ୟାଳୟ ଖୋଲାଯିବ ତାହାକୁ ନେଇ ଦ୍ୱନ୍ଦେର ଥିବା ଫଳେର ଉକ୍ତ କୋଠାଟି ସାତ ମାସ ହେବ ବନ୍ଦ ହୋଇ ପଡ଼ିରହିଥିଲା। େତେବ ବାରମ୍ବାର ଅଭେିଯାଗ ପେର ଯାଜପୁର ଜିଲ୍ଲାପାଳ ଶ୍ରୀ କର ପରିଦଶର୍ନେର ଆସି ତୁରନ୍ତ ଏଠୋର ସରକାରୀ କାର୍ଯ୍ୟାଳୟ ଖୋଲିବା ଲାଗି ନେିଦ୍ଦର୍ଶ ଦେବା ଫଳେର ଅଂଚଳବାସୀଙ୍କ ମନେର ଆନନ୍ଦ ଖେଳିଯାଇଛି। ଉକ୍ତ କାର୍ଯ୍ୟକ୍ରମେର ଜିଲ୍ଲାପାଳଙ୍କ ସେମତ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ. ଇ୍ୟାସନଗର ତହସିଲଦାର ଦେବାଶୀଷ ରାଉତ, କୋରାଇ ବିଡ଼ିଓ ଅବନୀକାନ୍ତ ସାହୁ ପାଣେିକାଇଲି ସରପଂଚ ପଦ୍ମାବତୀ ପଣ୍ଡା ଓ ନାଏବ ସରପଚ େଦେବନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ଥେôଲ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande