ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ବେଙ୍ଗାପସାଗେର ସୃଷ୍ଟି ଲଘୁଚାପ ଯୋଗୁଁ ଯାଜପୁର ଜିଲ୍ଲୋର ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି। ଉକ୍ତ ବର୍ଷୋର ଯାଜପୁର ଜିଲ୍ଲାର କୋରାଇ ବ୍ଲକର ୨୮ଟି ପଂଚାୟତେର ଜନଜୀବନର ବହୁ କ୍ଷତି ଘଟିବା ସହିତ ଖରିପ ଧାନ ଚାଷ ଓ ପରିବା ଚାଷ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଜଳ ନିଷ୍କାସନ ହୋଇନପାରି ହଜାର ହଜାର ହେକ୍ଟର ଜମେିର ତିନି ଫୁଟରୁ ଉଚ୍ଚ ପାଣି ଜମି ରହିଛି। ‘ଳେର ଧାନ ଗଛ ଓ ପରିବା ଗଛ ପାଣେିର ବୁଡ଼ି ରହିବା ଯୋଗୁଁ ପଚି ଯିବାର ଆଶଙ୍କା ଦେଖୋଦଇଛି। ଚଳିତ ଖରିଫ ଋତେୁର ଯେଉଁ ଚାଷ ଜମି ଗୁଡ଼ିକେର ବିଳମ୍ବେର ଧାନ ଜମେିର ତଳି ରୁଆଯାଇଥିଲା ତାହା େଏବ ପଚି ଗଲାଣି। ଏପରିକି କିଛି ଚାଷୀ ନିଜ ଜମେିର ଧାର କରଜ କରି ସାର ପକାଇଥିବା େବେଳ ପ୍ରବଳ ବର୍ଷା ହେବା ଫଳେର ସାର ଗୁଡ଼ିକ ବୋହି ଯାଇଛି। ଫଳେର ଚାଷୀ ବିଚରା ମୁଣ୍ଡେର ହାତ ହେଇ ବସିଛି। ତୁରନ୍ତ ରାଜ୍ୟ କୃଷି ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ପ୍ରଦାନ କରିବାକୁ କୃଷକ ନେତା ବଳରାମ ସାହୁଙ୍କ ସେମତ ବହୁ କୃଷକ ସରକାରଙ୍କୁ ଅନେୁରାଧ କରିଛନ୍ତି।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ