ଠିକାଦାରର ମେନାମୁଖି କାର୍ଯ୍ୟ ଯୋଗୁଁ ବହୁ ପରିବାର ଜଳବନ୍ଦୀ
ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଦୁଇ ଦିନ ଧରି ଲଗାଣ ବର୍ଷୋର ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତଗର୍ତ ବହୁ ପଂଚାୟତର ବାସିନ୍ଦା ମୋନ ଜଳ ବନ୍ଦେୀର ରହିଛନ୍ତି। ପାଣେିକାଇଲି ଓ ପଥରପଦା ପଂଚାୟତ ଦୋମାଦରପୁର ଗ୍ରାମର ବହୁ ଜନସାଧାରଣଙ୍କ ଘେର ପାଣି ପଶିଯାଇଛି। ପ୍ରକାଶ ଯେ ଜାତୀୟ ରାଜପଥ ୧୬ରୁ ଜାତୀୟ
ଠିକାଦାରର ମେନାମୁଖି କାର୍ଯ୍ୟ ଯୋଗୁଁ ବହୁ ପରିବାର ଜଳବନ୍ଦୀ


ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ଦୁଇ ଦିନ ଧରି ଲଗାଣ ବର୍ଷୋର ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତଗର୍ତ ବହୁ ପଂଚାୟତର ବାସିନ୍ଦା ମୋନ ଜଳ ବନ୍ଦେୀର ରହିଛନ୍ତି। ପାଣେିକାଇଲି ଓ ପଥରପଦା ପଂଚାୟତ ଦୋମାଦରପୁର ଗ୍ରାମର ବହୁ ଜନସାଧାରଣଙ୍କ ଘେର ପାଣି ପଶିଯାଇଛି। ପ୍ରକାଶ ଯେ ଜାତୀୟ ରାଜପଥ ୧୬ରୁ ଜାତୀୟ ରାଜପଥ ୨୦ ପର୍ଯ୍ୟନ୍ତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଉକ୍ତ କାର୍ଯ୍ୟକୁ ଠିକା ନେଇଥିବା ଠିକାଦାର ଜଣକ ପାଣି ନିଷ୍କାସନ ନିମେନ୍ତ କୈାଣସି ବ୍ୟବସ୍ଥା ନକରି ତିନି ଫୁଟ ଉଚ୍ଛାର ମାଟି ପକାଇ ରାସ୍ତା ନିର୍ମାଣ କରିଥିଲା। ଏପରିକି ରାସ୍ତାକୁ ସମ୍ପୂର୍ଣ୍ଣ ନକରି ଅଧାରୁ ଛୁ ମାରିଥିଲା। ଉକ୍ତ ରାସ୍ତାଟି ଦୋମାଦରପୁର ଗ୍ରାମକୁ ଏକ ମୂଖ୍ୟ ରାସ୍ତା ହୋଇଥିବା େବେଳ ଗ୍ରାମର ଛାତ୍ରଛାତ୍ରୀ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କାଦୁଅ ପଚ ପଚ ରାସ୍ତୋର ଯିବା ଆସିବା କରୁଛନ୍ତି। ଏପରିକି ଗ୍ରାମେର କେହି ରୋଗେର ପଡେିଲ ଜରୁରୀ କାଳିନ ଭୋବ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସଟିଏ ମଧ୍ୟ ପ୍ରେବଶ କରିବା କଷ୍ଟ କର। େତେବ ଦୁଇ ଦିନ ଧରି ଲଗାଣ ବର୍ଷୋର ଜଳ ନିଷ୍କାସନର କୈାଣସି ବ୍ୟବସ୍ଥା ନଥିବାରୁ ବହୁ ପରିବାର ଜଳବନ୍ଦୀ ଅବସ୍ଥୋର ରହିଛନ୍ତି। ପାଣି ଜମି ରହିବା ଯୋଗୁଁ ବିଷାକ୍ତ ସାପ ମାନଙ୍କର ମଧ୍ୟ ଆଶଙ୍କା ବଢି ଯାଇଛି। ତୁରନ୍ତ ଏହାର କୈାଣସି ସ୍ଥାୟୀ ସମାଧାନ ନେହେଲ ଅୋନ୍ଦାଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ େହେବ ବୋଲି ଗ୍ରାମବାସୀ ମୋନ ଜଣାଇଛନ୍ତି।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande