କେନ୍ଦ୍ରାପଡା, ୦୪ ସେପ୍େଟମ୍ବର (ହି.ସ.)- ସାରା ବିଶ୍ୱକୁ ଆଲୋକିତ କରିଥିବା ମହାପୁରୁଷ ମହମ୍ମଦ (ଏସ୍.ଏ.ଏସ୍) ଙ୍କ ୧୫୦୦ ତମ ଜୟନ୍ତୀ କେନ୍ଦ୍ରାପଡା ରେ ପାଳନ ଉପଲେକ୍ଷ ଏକ ପ୍ରସ୍ତୁତି ବୈଠକ ଅୋୟାଜିତ ହୋଇ ଯାଇଛି । ଏହି ବୈଠକେର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଏସଡିପିଓ ଜ୍ୟୋତି ରଂଜନ ଗୈାଡ, ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ, ବରିଷ୍ଠ ସମାଜେସବୀ ରଂଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ପରିଚାଳନା ସଂପକର୍ରେ ଆଲୋଚନା କରିଥେôଲ । କେନ୍ଦ୍ରାପଡା ହାଇସ୍କୁଲ ଛକ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ବାଇପାସ ରାସ୍ତୋର ଇଦଘା ପଡିଆରେ ପହଁଚିବା ପେର ସମାପ୍ତ ହେବ । ସହର ପରିକ୍ରମା ସମୟେର ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିବା ମୁରବୀ ମାନେ ନିଜ ନିଜ ଅଂଚଳର ଲୋକ ମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଯିବାପାଇଁ ଏସପି ଶ୍ରୀ କଟାରିଆ ପରାମର୍ଶ ଦେଇଛନ୍ତି । ଆୟୋଜିତ ଏହି ବୈଠକେର ସୟଦ ଅହେସାନ ଅଲ୍ଲୀ, ସମାଜେସବୀ ମହମ୍ମଦ ବଦରୁଦ ଜମାନ, କାଉନସିଲର ସେକ ଅସଲମ, ମୈାଲାନା କମାଲୁଦ୍ଦିନ ହବିବଙ୍କ ସେମତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥେôଲ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ରବି