ଭାଙ୍ଗିଲା ଟ୍ରେଜେରି ଅଫିସ ପାଚେରୀ , କାନ୍ଥ ପଡି 4 କାର କ୍ଷତିଗ୍ରସ୍ତ
ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ଖାରବେଳନଗରରେ ଥିବା ଟ୍ରେଜେରି ଅଫିସ କାନ୍ଥ ହଠାତ ଭାଙ୍ଗି ଯାଇଛି । କାନ୍ଥରେ ଲାଗିଥିବା ଗ୍ରିଲ ମଧ୍ୟ ଗଳି ପଡିଛି । ଫଳରେ ପାର୍କିଂ ହୋଇଥିବା 4 କାରର ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ---------------
ଭାଙ୍ଗିଲା ଟ୍ରେଜେରି ଅଫିସ     ପାଚେରୀ , କାନ୍ଥ ପଡି 4 କାର କ୍ଷତିଗ୍ରସ୍ତ


ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ଖାରବେଳନଗରରେ

ଥିବା ଟ୍ରେଜେରି ଅଫିସ କାନ୍ଥ ହଠାତ ଭାଙ୍ଗି ଯାଇଛି । କାନ୍ଥରେ ଲାଗିଥିବା ଗ୍ରିଲ ମଧ୍ୟ ଗଳି

ପଡିଛି । ଫଳରେ ପାର୍କିଂ ହୋଇଥିବା 4 କାରର ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande