ଗଜପତି ଜିଲ୍ଲାରେ ସାର ସଙ୍କଟ ସାଙ୍ଗକୁ କୃତ୍ରିମ କଳା ବଜାର
ଗଂଜାମ, 4 ସେପ୍ଟେମ୍ବର (ହି.ସ.) ଗଜପତି ଜିଲାରେ ଘୋର ସାର ସଙ୍କଟ‌ ଦେଖାଦେଇଛି । ଧାନ ଫସଲ ପାଇଁ ଏବେ ୟୂରିଆ ସାରର ଚାହିଦା ଥିବା ବେଳେ ଚାଷୀଙ୍କୁ ଏହି ସାର ମିଳୁନି।ସେଵା ସମବାୟ ସମିତିକୁ ସାର ଆସୁନାହିଁ। ଘରୋଇ ବିଲର ମାନେ ଚାରିଗୁଣା ଅଧିକ ଦାମରେ ଵିକ୍ରି କରୁଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ
ଗଜପତି ଜିଲ୍ଲାରେ ସାର ସଙ୍କଟ ସାଙ୍ଗକୁ କୃତ୍ରିମ କଳା ବଜାର


ଗଂଜାମ, 4 ସେପ୍ଟେମ୍ବର (ହି.ସ.)

ଗଜପତି ଜିଲାରେ ଘୋର ସାର ସଙ୍କଟ‌ ଦେଖାଦେଇଛି । ଧାନ ଫସଲ ପାଇଁ ଏବେ ୟୂରିଆ ସାରର ଚାହିଦା ଥିବା ବେଳେ ଚାଷୀଙ୍କୁ ଏହି ସାର ମିଳୁନି।ସେଵା ସମବାୟ ସମିତିକୁ ସାର ଆସୁନାହିଁ। ଘରୋଇ ବିଲର ମାନେ ଚାରିଗୁଣା ଅଧିକ ଦାମରେ ଵିକ୍ରି କରୁଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande