ପବିତ୍ର ବାମନ ଜନ୍ମ ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ପବିତ୍ର ବାମନ ଜନ୍ମ ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିବଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବାମନ ଜନ୍ମ ତଥା ସୁନିଆଁ ଓ ଉତ
ପବିତ୍ର ବାମନ ଜନ୍ମ ତଥା     ସୁନିଆଁ ଓ ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ପବିତ୍ର ବାମନ

ଜନ୍ମ ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିବଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର

ବାମନ ଜନ୍ମ ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ

ଶୁଭେଚ୍ଛା ଓ ଅଭିନନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande