ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ପାଣେିକାଇଲିକୁ ପୂର୍ବ ସରକାର ଏନଏସି (ବିଜ୍ଞାପିତ ଅଂଚଳ ପରିଷଦ) ଘୋଷଣା କରିଥେôଲ । ସାହାପୁରରୁ ଖରସ୍ରୋତା ନଦୀ ପର୍ଯ୍ୟନ୍ତ ଏହାକୁ କରିବା ପାଇଁ ସ୍ଥିର ହୋଇଥିଲା । ପରବର୍ତୀ ଅବସ୍ଥାରେ ନୂତନ ସରକାର ଆସିବା ପେର ଏହାକୁ କାଟଛାଟ କରାଯାଇ ମିଳିତ ବ୍ଳକ ଓ ତହସିଲ ପ୍ରଶାସନ ଯାଂଚ କରିବା ପେର ପାଣେିକାଇଲି, ପଥରପଦା ଓ ଗୋଳେଇପୁର ତେିନାଟି ପଂଚାୟତକୁ ନେଇ ଯଯାତିନଗର ଏନଏସି କରିବାକୁ ଡିପିଆର ପ୍ରସ୍ତୁତ ହୋଇଥିଲା । ଏନଏସି ପାଇଁ ସମସ୍ତ ଭିତିଭୂମି ଥିବା ଦର୍ଶାଯାଇଥିଲା । କିନ୍ତୁ ସରକାରଙ୍କ ଘୋଷଣୋର ପାଣେିକାଇଲି ଏନଏସି ମାନ୍ୟତା ପାଇନଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳେର ଅସେନ୍ତାଷ ବ୍ୟାପିବୋର ଲାଗିଛି । ବିଜୁ ଜନତା ଦଳ ପକ୍ଷରୁ ଏହାର ପ୍ରତିବାଦ ଓ ଏନଏସି ମାନତ୍ୟ ଦାବେିର ପ୍ରତିବାଦ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ମା ତାରିଣୀ ମନ୍ଦିର ପରିସରେର ଅନୁଷ୍ଠିତ ହୋଇଯାଇଛି । ଗେୋଳଇପୁର ବେିଜଡି ସଭାପତି ମିର୍ଜ୍ଜା ହବିବୁଲ୍ଲା ବେଗ, ପାଣେିକାଇଲି ସଭାପତି କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ପଥରପଦା ସଭାପତି ସେନ୍ତାଷ କୁମାର େବେହରା, ପଥରପଦା ସରପଂଚ ମଧୁସ୍ଥିତା ବାରିକ, କାତିର୍କ ମଲ୍ଲିକ, ସେନ୍ତାଷ ସାହୁ, ପଣ୍ଡା, ବିଜୟ ଷଡଂଗୀ, ସୁଧାଂଶୁ ଗଡାଇ, ଦାମୋଦର ସାହୁ, ଭାଗିରଥି ଭୁୟାଁ, ପ୍ରକାଶ ମଲ୍ଲିକ, ଅୋଲାକ େବେହରା, ବିପନ ଧଳ, ଶଶିକାନ୍ତ ସେନାପତି, ଦୀପକ ରାୟ ପ୍ରମୁଖ ଅୋଲାଚନୋର ଅଂଶ ଗ୍ରଡଣ କରିଥେôଲ । ସରକାର ପାଣେିକାଇଲି ଏନଏସି ଘୋଷଣା ନକରିବା ପର୍ଯ୍ୟନ୍ତ ଅୋନ୍ଦାଳନ ଜାରି ରହିବ ବୋଲି ନିଷ୍ପତି ନିଆଯାଇଥିଲା । ଶନିବାର େଏନଇ ପ୍ରତିବାଦ ଓ ବେିକ୍ଷାଭ ପ୍ରଦଶର୍ନ କରାଯିବାକୁ ସ୍ଥିର ହୋଇଛି ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ