ଭୁବନେଶ୍ୱରରେ ପହଂଚିଲେ ମୁଖ୍ୟମନ୍ତ୍ରୀ
- ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ବିମାନ ଭୁବନେଶ୍ୱର, ୫ ସେପ୍ଟେମ୍ବର (ହି.ସ)- କୋଲକାତାରୁ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାଗ ଖରାପ ଯୋଗୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ କୋଲକାତା ଯାଇଥିଲେ। ଏୟାର୍ ଇଣ୍ଡିଆ
ଭୁବନେଶ୍ୱରରେ ପହଂଚିଲେ ମୁଖ୍ୟମନ୍ତ୍ରୀ


- ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ବିମାନ

ଭୁବନେଶ୍ୱର, ୫ ସେପ୍ଟେମ୍ବର (ହି.ସ)- କୋଲକାତାରୁ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାଗ ଖରାପ ଯୋଗୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ କୋଲକାତା

ଯାଇଥିଲେ। ଏୟାର୍ ଇଣ୍ଡିଆ ଏଆଇ-୪୭୩ ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ।ପରେ କୋଲକାତାରୁ ଭୁବନେଶ୍ୱର ଫେରିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ଶୁକ୍ରବାର ଫେରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande