ଦୁଘର୍ଟଣାରେ ଷଣ୍ଢ ସହ କାର ଚାଳକ ମୃତ
ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ପାଣେିକାଇଲି ଥାନା ୨୦ ନମ୍ବର ଜାତୀୟ ରାପଥର ମହିନ୍ଦ୍ରା ଟ୍ରାକ୍ଟର ସୋରୁମ ନିକଟେର ଏକ ଦ୍ରୁତଗାମୀ କାର ଧକ୍କରେ ଗୋଟିଏ ଷଣ୍ଢର ଘଟଣାସ୍ଥଳେର ମୃତ୍ୟୁ ହେବା ସହିତ କାର ଚାଳକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ପ୍ରକାଶେଯ ଭଦ୍ରକ ଜିଲ୍ଲା ଭଣ୍ଡାରେପାଖରୀ ଥାନା ଅନ୍ତଗର୍ତ
ଦୁଘର୍ଟଣାରେ ଷଣ୍ଢ ସହ କାର ଚାଳକ ମୃତ


ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ପାଣେିକାଇଲି ଥାନା ୨୦ ନମ୍ବର ଜାତୀୟ ରାପଥର ମହିନ୍ଦ୍ରା ଟ୍ରାକ୍ଟର ସୋରୁମ ନିକଟେର ଏକ ଦ୍ରୁତଗାମୀ କାର ଧକ୍କରେ ଗୋଟିଏ ଷଣ୍ଢର ଘଟଣାସ୍ଥଳେର ମୃତ୍ୟୁ ହେବା ସହିତ କାର ଚାଳକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ପ୍ରକାଶେଯ ଭଦ୍ରକ ଜିଲ୍ଲା ଭଣ୍ଡାରେପାଖରୀ ଥାନା ଅନ୍ତଗର୍ତ ଡ଼ାହାଲା ଗ୍ରାମର ଗୋକୁଳାନନ୍ଦ ମହାନ୍ତିଙ୍କ ପୁଅ ତାପସ ସ୍ଥାନୀୟ କୃପାଜଳ ପେଟ୍ରାଲ ପମ୍ପରେ ଚାଳକ ଭାବେ ଚାକିରି କରିଛନ୍ତି। େତେବ ଗତ କାଲି ରାତି ପ୍ରାୟ ଏଗାରଟା ସମୟେର ସେ ଏକ କାର (ଓଡ଼ି୩୪ଆର୦୦୪୪) ଚଳାଇ ଯାଜପୁର ରୋଡ଼ରୁ ପାଣେିକାଇଲି ଅଭିମେୁଖ ଆସୁଥିବା ବେଳେ ଉକ୍ତ ସୋରୁମ ନିକଟେର ହଠାତ୍ ରାସ୍ତା ଉପେର ଏକ ଷଣ୍ଢ ମାଡି ଆସିବାରୁ ତାହା ସହ ଧକ୍କା ହୋଇଥିଲା ଫଳେର ଷଣ୍ଢଟି ଘଟଣାସ୍ଥଳେର ମୃତ୍ୟୁ ବରଣ କରିଥିଲାେବେଳ ଗାଡିଟି ତିନି ପଲଟା ହୋଇଥିଲା । ଖବର ପାଇ ପାଣେିକାଇଲି ପୁଳିସ ଉକ୍ତ କାରରୁ ଗୁରୁତର ଅବସ୍ଥୋର ଉଦ୍ଧାର କରି ପ୍ରଥେମ ପାଣେିକାଇଲିର ଏକ ଘେରାଇ ଚିକିତ୍ସାଳୟ ଓ ପେର ଯାଜପୁର ମୂଖ୍ୟ ଡ଼ାକ୍ତରଖାନାକୁ ନେଇଥେôଲ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥେôଲ। ଏ ନେଇ ପାଣେିକାଇଲି ପୁଲିସ ଏକ ମାମଲା ୨୯୨/୨୫ ଋଜୁ କରି ତାପସଙ୍କ ଶବକୁ ପଂଚନାମା କରି ବ୍ୟବେଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଉକ୍ତ କାରକୁ ଜବତ କରିଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande