ଅଶୋକ ଦାସ ଫାେଉଣ୍ଡସନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ
ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ପବିତ୍ର ଗୁରୁ ଦିବସ ଅବସରେର ଅଶୋକ ଦାସ ପାେଉଣ୍ଡସନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ସଠିପୁର ସ୍ଥିତ ବେିକବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପକ ମାଧ୍ୟମିକ ଶିକ୍ଷକ କମର୍ଚାରୀ ସଂଘ କଳିଂଗନଗର ଏହି କାର୍ଯ୍ୟକ୍ରମେର ଯୋଗେଦଇଥେôଲ । ମୁଖ୍ୟ ଅ
ଅଶୋକ ଦାସ ଫାେଉଣ୍ଡସନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ


ପାଣେିକାଇଲି, ୪ ସେପ୍େଟମ୍ବର (ହି.ସ.)- ପବିତ୍ର ଗୁରୁ ଦିବସ ଅବସରେର ଅଶୋକ ଦାସ ପାେଉଣ୍ଡସନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ସଠିପୁର ସ୍ଥିତ ବେିକବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପକ ମାଧ୍ୟମିକ ଶିକ୍ଷକ କମର୍ଚାରୀ ସଂଘ କଳିଂଗନଗର ଏହି କାର୍ଯ୍ୟକ୍ରମେର ଯୋଗେଦଇଥେôଲ । ମୁଖ୍ୟ ଅତିଥିଭୋବ ଆୋଶାକ ଦାସ ଫାେଉାଣ୍ଡସନର ମହା ସଚିବ ଭବ ପ୍ରସାଦ ଦାସ ଯୋଗେଦଇ ଭାରତୀୟ ସଂସ୍କୃତେିର ଗୁରୁପୂଜନର ମାହାତ୍ମ ଓ ପୂଜ୍ୟପୂଜାର ପରମ୍ପରା ଓ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯାହା ଏକ ସୁସ୍ଥ ସମାଜ ଗଠନ କରିବୋର ପ୍ରମୁଖ ଭୂମିକା ଗ୍ରହଣ କେର ତାହା ଉପେର ଅଭିଭାଷଣ ରଖିବା ସହିତ ଗୁରୁ ଓ ଗୁରୁମା ମାନଙ୍କୁ ସମ୍ବଦ୍ଧିର୍ତ କରି ଆଶିର୍ବାଦ ଗ୍ରହଣ କରିଥେôଲ । ଅବସରପ୍ରାପକ ମାଧ୍ୟମିକ ଶିକ୍ଷକ କମର୍ଚାରୀ ସଂଘ କଳିଂଗନଗରର ସଭାପତି ନିଶିକାନ୍ତ ମହାପାତ୍ର, ସମ୍ପାଦକ ଅଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ନ୍ୟସିଂହ ଚରଣ ଜେନା, ସେଂଯାଜକ କୈଳାସ ମିଶ୍ର ପ୍ରମୁଖ ଉପସସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନା କରିଥେôଲ । ଏହି ଅବସରେର ୧୨୫ଜଣ ଶିକ୍ଷକ ଓ ୨୦ଜଣ କମର୍ଚାରୀଙ୍କୁ ସମ୍ବଦ୍ଧିର୍ତ ସହ ପୂଜନ କରାଯାଇଥିଲା ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande