ମହାକାଳପଡା ନିର୍ବାଚନ ମଣ୍ଡଳୀ ଗସ୍ତ କଗ୍ଦଲ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ମାର୍ଶାଘାଇ - ସେପ୍େଟମ୍ବର ୫ (ହିସ) - ପବିତ୍ର ଗୁରୁଦିବସ ଅବସରରେ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଂଚାୟତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ! ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକଙ୍କ ନେତୃତ୍ୱରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ
ମହାକାଳପଡା ନିର୍ବାଚନ ମଣ୍ଡଳୀ ଗସ୍ତ କଗ୍ଦଲ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ


ମାର୍ଶାଘାଇ - ସେପ୍େଟମ୍ବର ୫ (ହିସ) - ପବିତ୍ର ଗୁରୁଦିବସ ଅବସରରେ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଂଚାୟତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ! ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକଙ୍କ ନେତୃତ୍ୱରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ! ବିଶେଷ କରି ଅଙ୍ଗୁଳାଇ ପଂଚାୟତରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ! ନାରୀ ନେତ୍ରୀ ଉଷା ରାଣୀ ମିଶ୍ରଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ମହିଳା ମାନେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ଙ୍କୁ ସ୍ୱାଗତ କରିଥିଲେ ! କେନ୍ଦ୍ରାପଡ଼ା ଜିଲ୍ଲାର ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତମ ଶିକ୍ଷାଦାନ ପାଇଁ ମନ୍ତ୍ରୀ ଓ ବିଧାୟକ ଗୁରୁଜୀ ଗୁରୁମାଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଏହି କାର୍ଯ୍ୟକ୍ରମରେ ଯୁବ ନେତା ଚିତରଞ୍ଜନ ଚୌଧୁରୀ ବରିଷ୍ଠ ବିଜେପି ନେତା ଗଗନ ମନ୍ତ୍ରୀ ଉମେଶ ଗୁରୁଜୀ ଓ ବିଶିଷ୍ଠ ସମାଜସେବୀ ପ୍ରଶାନ୍ତ ସେଠୀ ଙ୍କ ସମେତ ଅନ୍ୟାନ କାର୍ଯ୍ୟକର୍ତା ପ୍ରମୁଖ ପରିଚାଳନା କରିଥିଲେ ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande