ପିତ୍ତଳରେ ଗୁରୁ ଦିବସ ପାଳନ
ଗଞାମ, ୫ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତ୍ତଳରେ ପିତ୍ତଳ ପ୍ରଥମ ଓ ଷଷ୍ଠ ଅଙ୍ଗନବାଡ଼ି କେଂଦ୍ରରେ ମିଳିତଭାବେ ଦାର୍ଶନିକ, ଶିକ୍ଷାବିତ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଳ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଉତ୍ସବ ତଥା ଗୁରୁ ଦିବସ ପାଳନ ହୋଇଯାଇଛି । ଶିଶୁ ମାନେ ଗୁରୂପୂଜନ କରିଥିଲେ । କାର୍ଯ୍
Pitala ra gurudebas palana


ଗଞାମ, ୫ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତ୍ତଳରେ ପିତ୍ତଳ ପ୍ରଥମ ଓ ଷଷ୍ଠ ଅଙ୍ଗନବାଡ଼ି କେଂଦ୍ରରେ ମିଳିତଭାବେ ଦାର୍ଶନିକ, ଶିକ୍ଷାବିତ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଳ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଉତ୍ସବ ତଥା ଗୁରୁ ଦିବସ ପାଳନ ହୋଇଯାଇଛି । ଶିଶୁ ମାନେ ଗୁରୂପୂଜନ କରିଥିଲେ । କାର୍ଯ୍ୟକ୍ରମକୁ ଅଂଗନବାଡି କର୍ମୀ ପୁଷ୍ପାନ୍ଜଳି ପଣ୍ଡା, ସହାୟିକା ନମିତା ପୋଲେଇ ଓ ଶ୍ରୀନା ପାଢୀ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande