ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) ଜମ୍ମୁ ତାୱି ସେକ୍ସନରେ ଭୂସ୍ଖଳନକୁ ଦୃଷ୍ଟିରେ ରଖି ସମ୍ବଲପୁରରୁ ଛାଡୁଥିବା ଟ୍ରେନ ନମ୍ବର ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ୍ ତାରିଖ ୦୪.୦୯.୨୦୨୫, ୦୬.୦୯.୨୦୨୫, ୦୮.୦୯.୨୦୨୫, ୦୯.୦୯.୨୦୨୫, ୧୧.୦୯.୨୦୨୫, ୧୩.୦୯.୨୦୨୫, ୧୫.୦୯.୨୦୨୫, ୧୬.୦୯.୨୦୨୫, ୧୮.୦୯.୨୦୨୫, ୨୦.୦୯.୨୦୨୫, ୨୨.୦୯.୨୦୨୫, ୨୩.୦୯.୨୦୨୫, ୨୫.୦୯.୨୦୨୫, ୨୭.୦୯.୨୦୨୫,୨୯.୦୯.୨୦୨୫, ୩୦.୦୯.୨୦୨୫, ୦୨.୧୦.୨୦୨୫, ୦୪.୧୦.୨୦୨୫, ୦୬.୧୦,୨୦୨୫, ୦୭.୧୦.୨୦୨୫, ୦୯.୧୦.୨୦୨୫, ୧୧.୧୦.୨୦୨୫, ୧୩.୧୦.୨୦୨୫ ଏବଂ ୧୪.୧୦.୨୦୨୫ ରେ ଅମୃତସର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଟ୍ରେନ୍ ନମ୍ବର ୧୮୩୧୦ ଜମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ୍ JCO ୦୨.୦୯.୨୦୨୫, ୦୪.୦୯.୨୦୨୫, ୦୫.୦୯.୨୦୨୫, ୦୭.୦୯.୨୦୨୫,୦୯.୦୯.୨୦୨୫, ୧୧.୦୯.୨୦୨୫, ୧୨.୦୯.୨୦୨୫, ୧୪.୦୯.୨୦୨୫, ୧୬.୦୯.୨୦୨୫, ୧୮.୦୯.୨୦୨୫, ୧୯.୦୯.୨୦୨୫, ୨୧.୦୯.୨୦୨୫, ୨୩.୦୯.୨୦୨୫, ୨୫.୦୯.୨୦୨୫, ୨୬.୦୯.୨୦୨୫, ୨୮.୦୯.୨୦୨୫, ୩୦.୦୯.୨୦୨୫, ୦୨.୧୦.୨୦୨୫, ୦୩.୧୦.୨୦୨୫, ୦୫.୧୦.୨୦୨୫, ୦୭.୧୦.୨୦୨୫, ୦୯.୧୦.୨୦୨୫, ୧୦.୧୦.୨୦୨୫, ୧୨.୧୦.୨୦୨୫ ଏବଂ ୧୪.୧୦.୨୦୨୫ ରେ ଅମୃତସର ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ।
ଅମୃତସରରୁ ଜମ୍ମୁ ତାୱି ମଧ୍ୟରେ ଟ୍ରେନ ସେବା ଉଭୟ ଦିଗରୁ ବାତିଲ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ