କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳନ
ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ, ବଲାଙ୍ଗୀର ଠାରେ ପରିଚାଳନା କମିଟିର ସଭାପତି ତ୍ରିବିକ୍ରମ ଦାଶଙ୍କ ସଭାପତିତ୍ବରେ ଗୁରୁ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବ
କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା   ମନ୍ଦିର ଠାରେ ଗୁରୁ ଦିବସ ପାଳନ

ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ, ବଲାଙ୍ଗୀର ଠାରେ ପରିଚାଳନା କମିଟିର ସଭାପତି ତ୍ରିବିକ୍ରମ ଦାଶଙ୍କ ସଭାପତିତ୍ବରେ ଗୁରୁ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଯ୍ୟାମୀ ବିଶ୍ଵାଳ ଅବସରପ୍ରାପ୍ତ କ୍ରୀଡା ନିରୀକ୍ଷକ, ବଲାଙ୍ଗୀରଙ୍କୁ ଉପଢ଼ୌକନ ଓ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।

ପରିଚାଳନା କମିଟିର ଉପସଭାପତି ଡା. ଗୋଦାବରୀଶ ରଥ, କୋଷାଧ୍ୟକ୍ଷ ଜୀଵେଶ୍ବର ପ୍ରଧାନ, ସମ୍ପାଦକ ନିଳାଚଳ ଚିର୍ଗୁନ, ଶିବପ୍ରସାଦ ତ୍ରୀପାଠୀ, ଡୋଳାମଣୀ ଗଡତ୍ଯା ଯୋଗଦାନ କରି ସହଯୋଗ କରିଥିଲେ। ମଧୁଛନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୁଥ୍ବୀରାଜ ଗୁରୁ ଜୀଉଙ୍କ ନେତ୍ରୁତ୍ବରେ ଗୂରୁଜୀ ଗୁରୁମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande