ଗଞାମ, ୫ ସେପ୍ଟେମ୍ବର (ହି.ସ.)- ଗତକାଲି ରାତିରେ କିଛି ଦୁବୃତ୍ତ ଆସି କେନ୍ଦୁପଦର ଗାଁରେ ଆତଙ୍କ ସୃଷ୍ଟି କରି ତିନି ଜଣ ଯୁବକଙ୍କୁ ବନ୍ଧୁକ ବେଣ୍ଟରେ ମାଡମାରି ମରଣାନ୍ତକ ଆକ୍ରମଣ କରିଛନ୍ତି । ଆହତମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । କୋଟିନଡା ପୁଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ