ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନାହିଁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ୍
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିଲେ ନାହିଁ ମୁଖ୍ୟମନ୍ତ୍ରୀ । ପାଗ ଖରାପ ଯୋଗୁଁ ଅବତରଣ କରିପାରିନାହିଁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ। ପ୍ରାୟତଃ କଲିକତା ଯାଇଥିବା ସୂଚନା। କଲିକତାରୁ ପୁଣି ଫେରିବା ନେଇ ସୂଚନା ଦେଇଛନ୍ତି ନଗ
ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ     ଅବତରଣ କରିପାରିନାହିଁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ୍


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର

ବିମାନବନ୍ଦରରେ ଅବତରଣ କରିପାରିଲେ ନାହିଁ ମୁଖ୍ୟମନ୍ତ୍ରୀ । ପାଗ ଖରାପ ଯୋଗୁଁ ଅବତରଣ

କରିପାରିନାହିଁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ। ପ୍ରାୟତଃ କଲିକତା ଯାଇଥିବା ସୂଚନା। କଲିକତାରୁ

ପୁଣି ଫେରିବା ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande