ଦାରୁଠେଙ୍ଗ କେନାଲରେ ଭାସିଗଲେ ନାବାଳକ, ଅଚେତ ଅବସ୍ଥାରେ ଉଦ୍ଧାର
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.) - ଦାରୁଠେଙ୍ଗ ଗ୍ରାମ ନିକଟରେ ଅଘଟଣ। ଗାଧୋଇବା ବେଳେ କେନାଲରେ ଭାସିଗଲେ ନାବାଳକ ଛାତ୍ର, ଅଚେତ ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଦାରୁଠେଙ୍ଗ କେନାଲକୁ 8ଜଣ ଗାଧେଇବାକୁ ଯାଇଥିବା ବେଳେ ଜଣେ ଭାସିଯାଇଥିଲେ। ତେବେ ଏକ ଘଣ୍
ଦାରୁଠେଙ୍ଗ କେନାଲରେ ଭାସିଗଲେ     ନାବାଳକ, ଅଚେତ ଅବସ୍ଥାରେ ଉଦ୍ଧାର


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)

- ଦାରୁଠେଙ୍ଗ

ଗ୍ରାମ ନିକଟରେ ଅଘଟଣ। ଗାଧୋଇବା ବେଳେ କେନାଲରେ ଭାସିଗଲେ ନାବାଳକ ଛାତ୍ର, ଅଚେତ ଅବସ୍ଥାରେ

ଉଦ୍ଧାର କଲେ ଅଗ୍ନିଶମ ବାହିନୀ।

ଦାରୁଠେଙ୍ଗ କେନାଲକୁ 8ଜଣ

ଗାଧେଇବାକୁ ଯାଇଥିବା ବେଳେ ଜଣେ ଭାସିଯାଇଥିଲେ। ତେବେ ଏକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ

ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କେନାଲରୁ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଅଚେତ୍ ଅବସ୍ଥାରେ

ନିକଟସ୍ଥ ମେଡିକାଲ ପଠାଛନ୍ତି ଅଗ୍ନିଶମ ବାହିନୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande